ବରମୁଣ୍ଡା ବସ୍‌ଷ୍ଟାଣ୍ଡ : ନୂଆ ଆଶାରେ ପୁରୁଣାକୁ ଭୁଲିଗଲେ,ଅସନ୍ତୁଷ୍ଟ ଯାତ୍ରୀ, କର୍ମଚାରୀ

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରକୁ ସ୍ବଚ୍ଛ, ସୁନ୍ଦର ରଖିବା ପାଇଁ ସବୁବେଳେ ତତ୍ପର ବିଏମ୍‌ସି। ଏବେ ସବୁ ୱାର୍ଡରେ ରାତ୍ରିକାଳୀନ ସଫେଇ ପାଇଁ ଯୋଜନା ହୋଇଛି। କିନ୍ତୁ କେତେକ ପ୍ରମୁଖ ସ୍ଥାନରେ ସହରର ସ୍ଥିତିକୁ ଦେଖିଲେ ଏସବୁ ଯୋଜନା ଯେମିତି ପ୍ରହସନ ପାଲଟିଥିବା ଅନୁମେୟ ହେଉଛି। ଏହା ଭିତରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ଯେଉଁଠିକୁ ପ୍ରତ୍ୟେକ ଦିନ ସହର ବାହାରୁ ଓ ଭିତରୁ ଶହ ଶହ … Continue reading ବରମୁଣ୍ଡା ବସ୍‌ଷ୍ଟାଣ୍ଡ : ନୂଆ ଆଶାରେ ପୁରୁଣାକୁ ଭୁଲିଗଲେ,ଅସନ୍ତୁଷ୍ଟ ଯାତ୍ରୀ, କର୍ମଚାରୀ